ଅର୍ଦ୍ଧ ନଗ୍ନ ହୋଇ ଯୋଗ କଲେ ଅଭିନେତ୍ରୀ-ମଡେଲ ସୋଫିଆ ହୟାତ୍‌; କହିଲେ ବିନା ବସ୍ତ୍ରରେ ଯୋଗ ସ୍ୱର୍ଗ ପ୍ରାପ୍ତିର ଅନୁଭବ ଦେଇଥାଏ !

ନୂଆଦିଲ୍ଲୀ : ପୁଣି ବିବାଦରେ ଅଭିନେତ୍ରୀ-ମଡ଼େଲ ସୋଫିଆ ହୟାତ୍‌ । ନିଜର ମନ୍ତବ୍ୟ ହେଉ ବା ବ୍ୟକ୍ତିଗତ ଜୀବନକୁ ନେଇ ହେଉ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସୋଫିଆ । ସୋସିଆଲ ମିଡ଼ିଆରେ ନିଜ ଫଟୋକୁ ନେଇ ଟ୍ରୋଲ ହେଉଥିଲେ ମଧ୍ୟ ସେ ସବୁ ବେଳେ ନିଜର ବିବାଦୀୟ ଫଟୋ ଅପ୍‌ଲୋଡ଼ କରିଥାନ୍ତି । ଏବେ ପୁଣି ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଚହଳ ପକାଇଛି । ଅର୍ଦ୍ଧ ନଗ୍ନ ହୋଇ ଯୋଗ କରୁଥିବାର ଏକ ଫଟୋ ସେ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜର ଅର୍ଦ୍ଧ ନଗ୍ନ ଫଟୋ ଅପ୍‌ଲୋଡ଼୍‍ କରି ମୁଁ ଯୋଗ,ମେଡ଼ିଟେସନ୍‌ ଏବଂ ସଜଦା କରେ ଏବଂ ଯେତେବେଳେ ଏହାକୁ ଆପଣ ବିନା ପୋଷାକରେ କରିବେ ସେତେବେଳେ ଏହା ଆହୁରି ଭଲ ଲାଗେ । ନଗ୍ନ ହୋଇ ଇଶ୍ୱରଙ୍କ ମଧ୍ୟରେ ଲୀନ ହେବା ବହୁତ ଖୁସିର କଥା ।

Many doors…1 destination Yes..I do yoga..meditation and sajda naked..because that is me..Mother..who gives birth naked to all that is. The most beautiful thing a woman can be is naked without shame..without thinking of what others think..without judgement. When you can be free of shame..you will see the kingdom of heaven on earth..when you can be free of judgement is when you will see the kingdom of heaven here on earth..and when you see each other as each other…will you see the kingdom of heaven here on earth. When you look at yourself with deep respect and love, will you see the kingdom of heaven here on earth…when you look at every female as creator…with humility and deep respect…will you see the kingdom of heaven here on earth..her womb as the holy of holies..her breasts as nourishment and love….For it is here NOW! You are awake..you know me as your Mother..Merkaba..you know yourselves as divine…you are in the mothership..my womb. Welcom Home. Namaste shalom salaam. Gaia Mother Sofia Allah Maa

A post shared by Sofia Hayat (@sofiahayat) on

ଆପଣଙ୍କ କାମକୁ ଦେଖି କିଏ କ’ଣ ଭାବିବ ସେ ବିଷୟରେ ନ ଭାବି କାମ କରିବା ସ୍ୱର୍ଗ ପ୍ରାପ୍ତିର ଅନୁଭବ କରାଇଥାଏ । ଗୋଟେ ମା’ ନଗ୍ନ ହୋଇ ତା’ର ସନ୍ତାନକୁ ଜନ୍ମ ଦେଇଥାଏ । ସୋଫିଆ ଅପ୍‌ଲୋଡ଼ କରିଥିବା ଫଟୋରେ ଶରୀରର ଉପର ଭାଗରେ ସେ ଏକ ଗାମୁଛାରେ ନିଜକୁ ଢ଼ାଙ୍କିଥିବା ଦେଖିବାକୁ ମିଳିଛି । ଫଟୋରୁ ସେ ଗାମୁଛା ତଳେ କିଛି ପିନ୍ଧି ନଥିବା ଦେଖିବାକୁ ମିଳିଛି । ଏହି ଫଟୋ ଅପ୍‌ଲୋଡ଼ କରିବା ପରେ ସବୁଥର ଭଳି ଏଥର ମଧ୍ୟ ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର