ତୈମୁରଙ୍କ ସହ ସେଲଫି ନେବା ଏହି ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଲା

0 437

ନୂଆଦିଲ୍ଲୀ: ବଲିଉଡ୍‌ ଷ୍ଟାର କିଡସ୍‌ଙ୍କ କଥା ଯେତେବେଳେ ଉଠେ ସର୍ବପ୍ରଥମେ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ପୁଅର ନାମ ସାମ୍ନାକୁ ଆସିଥାଏ। ମାତ୍ର ଦେଢ଼ ବର୍ଷ ବୟସରେ ତୈମୁରଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ଙ୍କ ସଂଖ୍ୟା କିଛି କମ୍‌ ନାହିଁ। ସୈଫ୍‌ଙ୍କ ପୁଅ ତୈମୁର ଯେଉଁ କାର୍ଯ୍ୟକ୍ରମକୁ ଗଲେ ମିଡିଆ ବାଲା ତାଙ୍କୁ ଫଲୋ କରି ଥାଆନ୍ତି। ସେ କ୍ୟାମେରାରେ ମଧ୍ୟ ଭିନ୍ନଭିନ୍ନ ଅନ୍ଦାଜରେ ନଜର ବି ଆସନ୍ତି। ସେ ଏତେ କ୍ୟୁଟ ଯେ ଯେକେହି ବି ତାଙ୍କ ଫଟୋ ଉଠାଇବାକୁ ଚାହାନ୍ତି।

ନିକଟରେ ତୈମୁରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନେନିଙ୍କ କୋଳରେ ରହି ମସ୍ତି କରୁଥିବା ନଜର ଆସିଛି। ସେପଟେ ଅନ୍ୟ ଜଣେ ବ୍ୟକ୍ତି ତୈମୁର ସହ ସେଲଫି ନେବାକୁ ଚେଷ୍ଟା କରୁ ଥିବା ଦେଖିବାକୁ ମିଳିଛି। ନେନ ଫଟୋ ନେବାକୁ ବାରଣ କରିବା ସତ୍ତ୍ୱେ ନମାନିବାରୁ ନେନି ତାଙ୍କୁ ଗାଳିଗୁଲଜ କରିବା ସହିତ ଉକ୍ତ ବ୍ୟକ୍ତିଙ୍କଠାରୁ ଦୂରେଇ ଯାଉଛନ୍ତି। ଏତିକି ବେଳେ ସୋହା ଅଲି ଖାନ୍‌ ଆସି ଯାଉଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.