ଆଜି ଶୁଭମୁକ୍ତି: ଓଡ଼ିଆ ସିନେମା ‘ଶକ୍ତି’

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏକ ନୂଆ ସିନେମା ଆଜି (ଏପ୍ରିଲ ୨୭ରେ) ପରଦାକୁ ଆସୁଛି । ଏହାର ଟାଇଟଲ ହେଲା ‘ଶକ୍ତି’ । ଏହାର ପ୍ରଯୋଜନା କରିଛନ୍ତି ରୋନକ ସାହୁ ଏବଂ ମୀନତି ସାହୁ। ଏହି ରୋମାଣ୍ଟିକ ଆକସନ୍‌ ମୁଭିରେ ନବାଗତ କରଣ, ସୂରମୟୀ, ମିହିର ଦାସ, ଉତ୍ତମ ମହାନ୍ତି ,ଅପରାଜିତା ଓ ପିଣ୍ଟୁ ନନ୍ଦ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି ।

ଏହି ସିନେମାର  ସଂଳାପ ଲେଖିଛନ୍ତ ରଣଜିତ ପଟ୍ଟନାୟକ । ଅଭିଜିତ୍‌ ମଜୁମଦାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।ଏହି ସିନେମାରୁ ନବାଗତ କରଣ କ୍ୟାରିଅର୍‌ ଆରମ୍ଭ କରୁଛନ୍ତି। ଏହି ସିନେମାର ଜବରଦସ୍ତ କ୍ରେଜ୍‌ ରହିଛି।

ସମ୍ବନ୍ଧିତ ଖବର