ଭୁବନେଶ୍ୱର: ଆଜି ପରଦାକୁ ଆସୁଛି ୨୦୧୭ର ଶେଷ ସିନେମା ‘ଲୈଲା ଓ ଲୈଲା’ ।ଏହା ଏକ ରୋମାଣ୍ଟିକ୍ ସିନେମା । ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ଏହି ଛବିର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। ଏହି ସିନେମା ଜରିଆରେ ‘ତୁ ମୋ’ ଲଭ ଷ୍ଟୋରି’ ଫେମ୍ ସ୍ୱରାଜ ସାର୍ଥକ ମ୍ୟୁଜିକ୍ ବ୍ୟାନରରେ ଏଣ୍ଟ୍ରି କରିଛନ୍ତି।‘ଲୈଲା ଓ ଲୈଲା’ରେ ସ୍ୱରାଜଙ୍କ ପାର୍ଟନର ହେଲେ ସନ୍ମୀରା । ଅର୍ଥାତ୍ ଏଥିରେ ସ୍ୱରାଜ-ସନମୀରାଙ୍କ ଯୋଡି ପ୍ରଥମ ନଜର ଆସୁଛନ୍ତି।
/sambad/media/post_attachments/wp-content/uploads/2017/12/laila-o-laila.7jpg-1-300x148.jpg)
ଏହି ସିନେମାର ସଂଳାପ ଲେଖିଛନ୍ତି ଡ ନିର୍ମଳ ନାୟକ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ।‘ଲୈଲା ଓ ଲୈଲା’ ହେଉଛି ସାର୍ଥକ ମ୍ୟୁଜିକ୍ ବ୍ୟାନରର ୨୨ତମ ସିନେମା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/laila-o-laila.jpg)