ଭୁବନେଶ୍ୱର: ଆଜି ପରଦାକୁ ଆସୁଛି ଯୋଗେନ୍ଦ୍ର କୁମାର ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଛବି ‘ମନର ମାନସୀ’ । ଏହାକୁ ‘ଏ’ ସାର୍ଟିଫିକେଟ୍ ମିଳିଥିବା ଜଣାଯାଇଛି। ଏଥିରେ ନବାଗତ ବିଭାସ, ନବାଗତା ସୋନାଲି , କେ କେ,ପ୍ରଜ୍ଞା ଏବଂ ଅଜିତ ଦାସ ପ୍ରମୁଖ ଲିଡ଼୍ ରୋଲରେ ଅଛନ୍ତି। ସଚ୍ଚିଦାନନ୍ଦ ସାମଲ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହା ଏ ବର୍ଷର ଚତୁର୍ଥ ସିନେମା ହେଉଛି।
ଆଜି ରିଲିଜ୍ : ‘ମନର ମାନସୀ’
/sambad/media/post_attachments/wp-content/uploads/2018/03/Manara-Manasi-2018-Odia-Movie-Mp3-Songs.jpg)