ଜାକର୍ତା ଏସିଆଡ୍‌ରେ ପଦକ ଜିତିଥିବା ୬ ଓଡ଼ିଆ ହକି ଖେଳାଳି ରବିିବାର ନୂଆଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯାଇଛି। (ବାମରୁ): ଦୀପ୍‌ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ୍‌, ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା।

ସମ୍ବନ୍ଧିତ ଖବର