କଳା ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ୪ ଜଣ ଯୁବ ପ୍ରତିଭାଙ୍କୁ ‘ଓଡ଼ିଶା ଲାଇଭ୍ ୟୁଥ୍ ଆଇକନ୍’ ଭାବେ ସମ୍ବର୍ଦ୍ଧିତ। ସେମାନେ ହେଲେ ଭାସ୍କର ଶିଳ୍ପୀ ନିତ୍ୟାନନ୍ଦ ଓଝା, ହିନ୍ଦୁସ୍ତାନୀ ସଙ୍ଗୀତ କଣ୍ଠଶିଳ୍ପୀ ଅରୋଶିଷ ପାଣି ଏବଂ ଦୁଇ ଓଡ଼ିଶୀ ନୃତ୍ୟାଙ୍ଗନା ମାହେଶ୍ଵରୀ ପ୍ରଧାନ ଓ ଅରୁଣିମା ଆଚାର୍ଯ୍ୟ।

ସମ୍ବନ୍ଧିତ ଖବର