କାଟୁ କରୁନି କଟକଣା : ନଦୀକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପାର୍ବଣ ଋତୁ ଆରମ୍ଭରୁ ଅସ୍ଥାୟୀ ପୋଖରୀ ଖୋଳାଯାଇଥିଲେ ମଧ୍ୟ ସେଥିରେ ବିସର୍ଜନ ନକରି ଶହଶହ ମୂର୍ତି ସିଧା ନଦୀ ଭିତରେ ବିସର୍ଜନ କରାଯାଉଛି।

ସମ୍ବନ୍ଧିତ ଖବର