ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ବିଚିତ୍ରା

ଦ୍ୱିତୀୟ ଥର ଦେଶର ମଙ୍ଗ ଧରିଥିବା ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରାଟ ବିଜୟ ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦ୍ୱିତୀୟ ଥର ପାଇଁ ଦେଶର ଶାସନ ଡୋରି ଧରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୂର୍ବତନ ଭାରତୀୟ କ୍ରିକେଟ୍‌ ତାରକା ସଚିନ ତେନ୍ଦୁଲକର ଟ୍ଵିଟର୍‌ ଜରିଆରେ ଶୁଭେଚ୍ଛା ବାର୍ତ୍ତା…
ଅଧିକ ଖବର ଦେଖନ୍ତୁ...

ଘର ବାହାରକୁ ଆସି ମୋଦୀଙ୍କ ପ୍ରଶଂସକଙ୍କୁ ହାତ ଯୋଡ଼ି ଶୁଭେଚ୍ଛା ଜଣାଇଲେ ମାଆ ହୀରାବେନ

ନୂଆଦିଲ୍ଳୀ: ବିପୁଳ ଆସନରେ ବିଜୟୀ ହୋଇ ପୁଣି ଥରେ ଶାସନ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜିତିବା ପରେ ପ୍ରଶଂସକମାନଙ୍କ ଖୁସି କହିଲେ ନସରେ। ମୋଦୀଙ୍କୁ ଜୟ ଗାନ କରି ତାଙ୍କ ଘର ସାମ୍ନାରେ ଭିଡ଼ ଜମାଇଥିବା ତାଙ୍କ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦୀଙ୍କ ୯୯…
ଅଧିକ ଖବର ଦେଖନ୍ତୁ...

ଏକ୍‌ଜିଟ୍‌ ପୋଲ୍‌ ପରେ ଟ୍ଵିଟର୍‌ରେ ଛାଇଲା ମଜାଦାର୍‌ ଟ୍ଵିଟ୍‌

ନୂଆଦିଲ୍ଲୀ: ଚଳିତ ଥର ହେବାକୁ ଥିବା ୭ଟି ପର୍ଯ୍ୟାୟରେ ନିର୍ବାଚନ ସମାପ୍ତ ହୋଇଛି। କେବଳ ଫଳାଫଳକୁ ଅପେକ୍ଷା। ଗତକାଲି ଶେଷ ପର୍ଯ୍ୟାୟ ମତଦାନ ସମାପ୍ତ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ବା ବୁଥ୍‌ ବାହୁଡ଼ା ମତ ପ୍ରକାଶ ପାଇଥିଲା। ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଭୋଟିଂ ବେଳର ବିରଳ ଦୃଶ୍ୟ, ଗୋଟିଏ ଶରୀର ଦୁଇଟି ଭୋଟ 

ପାଟନା: ବିହାରର ପାଟନାରେ ଭୋଟିଂ ବେଳର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି | ଯୋଡ଼ାମୁଣ୍ଡ ଥିବା ଦୁଇ ଭଉଣୀ ସବା ଓ ଫାରହା ଆଜି ଭୋଟ ଦେଇଛନ୍ତି | ପ୍ରଥମ ଥର ପାଇଁ ଦୁଇ ଭଉଣୀ ଭାରତୀୟ ନିର୍ବାଚନର ଏହି ମହାପର୍ବରେ ସାମିଲ ହୋଇଛନ୍ତି| ମିଳିଥିବା ସୂଚନା ମୁତାବକ ପାଟଳୀପୁତ୍ର ଲୋକସଭା…
ଅଧିକ ଖବର ଦେଖନ୍ତୁ...

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ୧୭ଥର ପାଇଁ ମତଦାନ କରିବେ ୧୦୩ ବର୍ଷିଅ ଭୋଟର । ବାଜାବାଣ ସହ ସ୍ୱାଗତ କରିବ ପ୍ରଶାସନ

ଭୁବନେଶ୍ବର: ରାତିପାହିଲେ ଦେଶରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଅର୍ଥାତ୍ ସପ୍ତମ ପର୍ଯ୍ୟାୟ ମତଦାନ । ଭୋଟ୍ ଦେବେ ଶ୍ୟାମ ସରନ୍ ନେଗୀ । ଭୋଟ୍ ଦେବା ଆମ କର୍ତ୍ତବ୍ୟ । ଆସନ୍ତାକାଲି ଅନେକ ଭୋଟର ମଧ୍ୟ ଭୋଟ୍ ଦେବେ । ଏହା ଏକ ପ୍ରକ୍ରିୟା । ହେଲେ ଆମେ ଆଜି ଏହି ଖବର ଆପଣଙ୍କୁ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ପର୍ଯ୍ୟାୟରେ ମତଦାନ ସଂପନ୍ନ କରାଇବାକୁ ପୋଲିଂ ପାର୍ଟି ଯାଇ ପହଞ୍ଚିଲେ ବିଶ୍ୱର ଉଚ୍ଚତମ ମତଦାନ କେନ୍ଦ୍ରରେ

ସିମ୍‌ଲା/ ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୧୯ ତାରିଖ ରବିବାର ଦିନ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଥିିବାବେଳେ ମତଦାନ କାର୍ଯ୍ୟ ସଂପନ୍ନ କରିବା ଉଦ୍ଦେଶ୍ୟରେ ଏକ ପୋଲିଂ ଟିମ୍‌ ଆଜି ଅପରାହ୍ଣରେ ଯାଇ ପହଞ୍ଚିଛନ୍ତି ବିଶ୍ୱର ସର୍ବୋଚ୍ଚ ମତଦାନ…
ଅଧିକ ଖବର ଦେଖନ୍ତୁ...

ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ୭୧୦ କମ୍ପାନି ନିରାପତ୍ତା ବଳ

ନୂଆଦିଲ୍ଲୀ: ହିଂସା ଜର୍ଜରିତ ପଶ୍ଚିମବଙ୍ଗରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ୭୧୦ କମ୍ପାନି ନିରାପତ୍ତା କର୍ମଚାରୀ ମୁତୟନ କରାଯିବା କଥା ଗୁରୁବାର ଦିନ ନିର୍ବାଚନ କମିସନ ଘୋଷଣା କରିଛନ୍ତି। ରବିବାର ଦିନ ମୁକ୍ତ ଓ ଅବାଧ ଭୋଟ୍‌ ଦାନ ଲାଗି ନିର୍ବାଚନ କମିସନ ଏ ଭଳି…
ଅଧିକ ଖବର ଦେଖନ୍ତୁ...

ଲୁଧିଆନାରେ ଭୋଟରଙ୍କ ମନ ଜିଣିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଚଳାଇଲେ ଟ୍ରାକ୍ଟର ଭିଡିଓ ହେଲା ଭାଇରାଲ

ଲୁଧିଆନା (ପଞ୍ଜାବ): ପଞ୍ଜାବର ଲୁଧିଆନା ଲୋକସଭା ଆସନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ୧୯ ତାରିଖ ଦିନ ମତଦାନ ହେବାକୁ ଥିବାବେଳେ ଆଜି ଲୁଧିଆନାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଲୁଧିଆନା ଲୋକସଭା କ୍ଷେତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଭୋଟ ପ୍ରତିଶତ କମୁଛି

ନୂଆଦିଲ୍ଲୀ: ଦେଶରେ ଏବେ ସାଧାରଣ ନିର୍ବାଚନ ଚାଲିଛି। ଚଳିତ ଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇଥିଲା ମତଦାନ ମେ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତମାନ ସୁଦ୍ଧା ୬ଟି ପର୍ଯ୍ୟାୟରେ ଭୋଟ ସରିଲାଣି। ଏଥିରୁ ଦେଖାଯାଇଛି ପ୍ରଥମ ପର୍ଯ୍ୟାୟରେ…
ଅଧିକ ଖବର ଦେଖନ୍ତୁ...

ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଜମୁଛି

ନୂଆଦିଲ୍ଲୀ: ଦେଶରେ ସପ୍ତମ ଏବଂ ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୯ ତାରିଖରେ ହେବ। ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୫୯ଟି ଆସନ ପାଇଁ ଶେଷ ପର୍ଯ୍ୟାୟରେ ମତଦାନ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ବିଭିନ୍ନ ଦଳର…
ଅଧିକ ଖବର ଦେଖନ୍ତୁ...