ଅନୁସନ୍ଧାନ କରୁଥିବା ବର୍ଗ

ଜନାଦେଶ ଓଡ଼ିଶା

ରାତି ପାହିଲେ ପାଟକୁରା ନିର୍ବାଚନ ଫଳ: କ’ଣ କହିଲେ ବିଜେଡି-ବିଜେପି-କଂଗ୍ରେସ ନେତା ଜାଣନ୍ତୁ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନର ଫଳାଫଳ ବୁଧବାର ସନ୍ଧ୍ୟା ସୁଦ୍ଧା ଆସିବ। ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା କଲେଜରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ଣ ୮ଟାରୁ ମତଗଣନା ଆରମ୍ଭ ହେବ ଏବଂ ଏହା ଅପରାହ୍ଣ ୩ଟା ସୁଦ୍ଧା ଫଳଫଳ ବାହାର କରାଯିବାକୁ ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ: ୭୨.୭୫ ପ୍ରତିଶତ ମତଦାନ

କେନ୍ଦ୍ରାପଡ଼ା: ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଥିବା ବେଳେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ରବିବାର ମିଳିଥିବା ସୂଚନା ଅନୁସାରେ ପାଟକୁରାରେ ୭୨.୭୫ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ: ସରିଲା ମତଦାନ, ଭୋଟିଂ ୭୦ ପ୍ରତିଶତ ଟପିଲା, ଫଳାଫଳ ପାଇଁ ୨୪କୁ ଅପେକ୍ଷା

କେନ୍ଦ୍ରାପଡ଼ା/ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଏହା ଜାରି ଥିଲା। ୭୦ ପ୍ରତିଶତ ମତଦାନ ଅତିକ୍ରମ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ : ସରିଲା ପ୍ରଚାର, ଦିନକ ପରେ ନେତାଙ୍କୁ ଭୋଟ୍‌ ଦେବେ ମତଦାତା

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ପାଇଁ ଗୁରୁବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏଠାରେ ଦିନକ ପରେ ଅର୍ଥାତ ଜୁଲାଇ ୨୦ରେ ମତଦାନ ହେବ। ମୋଟ୍‌ ୩୦୯ଟି ବୁଥରେ ସକାଳ ୭ଟାରୁ ୨ ଲକ୍ଷ, ୪୪ ହଜାର ୭୪୭ ଜଣ ମତଦାତା ଭୋଟ୍‌ ଦେବେ। ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୭ ହଜାର ୩୦୬ ଜଣ ମହିଳା ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କୁ ଆପଣମାନେ ଜିତାନ୍ତୁ: ରୋଡ୍‌ ସୋ’ରେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭାଇ ଓ ଭଉଣୀମାନେ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କୁ ଆପଣମାନେ ଜିତାନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରି ବୁଧବାର ପୂର୍ବାହ୍ନରେ ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ହାଇଟେକ୍‌ ବସ୍‌ରେ ରୋଡ୍‌ ସୋ’…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ: ବିଜେଡ଼ି ସଂଯୋଜକ ଭାବେ ଉତ୍କଳ କେଶରୀ ପରିଡ଼ାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ଆଉ ୮ ଦିନ ପରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଜେଡି ସଂଯୋଜକ ଭାବେ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ଶୁକ୍ରବାର ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ପରିଡ଼ା ଗତ ଏପ୍ରିଲରେ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୨୦ରେ ପାଟକୁରା ନିର୍ବାଚନ; ୨୪ରେ ଭୋଟ୍‌ ଗଣତି

ଭୁବନେଶ୍ୱର: ଜୁଲାଇ ୨୦ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ କରାଯିବ। ଜୁଲାଇ ୨୪ ତାରିଖ ଦିନ ଭୋଟ୍‌ ଗଣତି ହେବ। ପାଟକୁରା ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ୍‌ଙ୍କ ପରଲୋକ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ବିଧାନସଭା ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜେପୁର ବିଧାନସଭା ଆସନ ଛାଡ଼ିଛନ୍ତି। ବିଜେପୁର ଆସନ ଛାଡ଼ିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ ନିକଟରେ ଶେଷ ହୋଇଥିବା ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ନୂଆ ଓ ପୁରୁଣାଙ୍କ ଭିତରେ ସନ୍ତୁଳନ ରକ୍ଷା ଲାଗି ମାପିଚୁପି ବିଭାଗ ବଣ୍ଟନ କରିଛନ୍ତି ନବୀନ !

ଭୁବନେଶ୍ୱର (ସୁବ୍ରତ ଦାସ): ପଞ୍ଚମଥର ରାଜ୍ୟର ଶାସନ ଭାର ଗ୍ରହଣ କରିବା ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପୁରୁଣା ଓ ବିଶ୍ୱସ୍ତ ସହଯୋଗୀଙ୍କ ସାଙ୍ଗକୁ କେତେକ ନବାଗତଙ୍କ ଉପରେ ଅଧିକ ଆସ୍ଥା ସ୍ଥାପନ କରିଛନ୍ତି। ପୂର୍ବତନ ବାଚସ୍ପତି ଓ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ନୂଆ ଟିମ୍‌: ୧୧ କ୍ୟାବିନେଟ ମନ୍ତ୍ରୀଙ୍କ ସଂପର୍କରେ ସଂକ୍ଷିପ୍ତ ସୂଚନା

ଭୁବନେଶ୍ୱର: ଆଜି ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଶପଥ ଗ୍ରହଣ କରିଛନ୍ତି ୨୦ ଜଣିଆ ମନ୍ତ୍ରିମଣ୍ଡଳ। ଏହି ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଥିବା ବେଳେ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ନିମ୍ନରେ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...