ଅନୁସନ୍ଧାନ କରୁଥିବା ବର୍ଗ

ଜାତୀୟ ଦୃଶ୍ୟପଟ୍ଟ

ମୋଦୀ କ୍ୟାବିନେଟର ୧୦ ପ୍ରଭାବଶାଳୀ ମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରର ଶପଥ ଗ୍ରହଣ ସରିଛି। ଏଥର ମୋଦୀ ମନ୍ତ୍ରିମଣ୍ଡଳରେ ୫୮ ମନ୍ତ୍ରୀ ରହିଥିବା ବେଳେ ୨୪ କ୍ୟାବିନେଟ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ମୋଦୀ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ଯେଉଁ ୧୦ ଜଣ ଚର୍ଚ୍ଚାରେ ରହିଛନ୍ତି ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ମୋଦୀ କ୍ୟାବିନେଟରେ ପୁଣି ସ୍ଥାନ ପାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର( ସୁବ୍ରତ ଦାସ) : ନରେନ୍ଦ୍ର ମୋଦୀଙ୍କ ପୂର୍ବବର୍ତ୍ତୀ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ନୂତନ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ରାଜ୍ୟସଭା ସଦସ୍ୟ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଶପଥ ନେବେ ମୋଦି: ସୁରକ୍ଷା ବଳୟ ଭିତରେ ଜାତୀୟ ରାଜଧାନୀ, ସମ୍ବେଦନଶୀଳ ସ୍ଥାନରେ ସାର୍ପସୁଟର ମୁତୟନ

ନୂଆଦିଲ୍ଳୀ: ଆଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାୟ ୮ ହଜାର ଅତିଥିଙ୍କ ଗହଣରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ୮ ହଜାର ଅତିଥିଙ୍କ ମଧ୍ୟରେ ଅଛନ୍ତି ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଶପଥ ଗ୍ରହଣ ଆଜି:୮ ହଜାର ଅତିଥି, ଭବ୍ୟ ଆୟୋଜନ

ଅବଦୁଲ ହମିଦ, ବାଂଲାଦେଶ ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା, ଶ୍ରୀଲଙ୍କା ରାଷ୍ଟ୍ରପତି ସୋର୍‌ନୋବେ ଜିନ୍‌ବେକୋଭ୍‌, କିର୍‌ଗିଜ୍‌ ରିପବ୍ଲିକ୍‌ ରାଷ୍ଟ୍ରପତି ୟୁ ୱିନ୍‌ ମିନ୍ତ, ମ୍ୟାମାର୍‌ ରାଷ୍ଟ୍ରପତି ପି.କେ. ଜଗନ୍ନାଥ, ମରିସସ୍‌ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ନେପାଳ…
ଅଧିକ ଖବର ଦେଖନ୍ତୁ...

୨ ଜଣ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ୍‌

ସଂସଦ ଭବନକୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଯାଇଥିବା ୨ ଜଣ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ୍‌ ଏବେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଏହି ଦୁଇ ବଙ୍ଗଳା ଅଭିନେତ୍ରୀ ସଂସଦ ଭବନରେ ସେମାନଙ୍କ ପ୍ରଥମ ଦିନ ବେଶ୍‌ ସ୍ମରଣୀୟ ଥିଲା ବୋଲି କହିଛନ୍ତି।
ଅଧିକ ଖବର ଦେଖନ୍ତୁ...

ଅରୁଣାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେ‌ଲେ ପେମା ଖାଣ୍ଡୁ

ଇଟାନଗର : ବରିଷ୍ଠ ବିଜେପି ନେତା ପେମା ଖାଣ୍ଡୁ ଆଜି ଦ୍ବିତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବି.ଡି ମିଶ୍ର ଆଜି ଇଟାନଗର ସ୍ଥିତ ଦୋର୍ଜି ଖାଣ୍ଡୁ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପେମା ଖାଣ୍ଡୁଙ୍କୁ ପଦ ଓ…
ଅଧିକ ଖବର ଦେଖନ୍ତୁ...

ସଂସଦରେ ଏକାଠି ବସିବେନି ହେମା-ସନ୍ନି

ଚଣ୍ଡିଗଡ଼ : ଦ୍ବିତୀୟ ଥର ପାଇଁ ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ତାଙ୍କ ସାବତ ପୁ୍ଅ ସନ୍ନି ଦେଓଲ୍‌ଙ୍କୁ ଲୋକସଭାରେ ସହଯୋଗ କରିପାରିବେ ନାହିଁ। ସଂସଦୀୟ ଅଧିବେଶନରେ ମଧ୍ୟ ହେମା ସନ୍ନିଙ୍କ ପାଖରେ ବସି ପାରିବେନି। ଜୁନ୍‌ ୬ରୁ ସପ୍ତଦଶ ଲୋକସଭାର…
ଅଧିକ ଖବର ଦେଖନ୍ତୁ...

‘ମୋଦୀ ସୀତାଫଳ କୁଲ୍‌ଫି’

ଅହମଦାବାଦ୍‌ : ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟକୁ ସୁରଟ୍‌ରେ ଲୋକେ ନିଆରା ଢଙ୍ଗରେ ପାଳନ କରୁଛନ୍ତି। ଏକ ଆଇସ୍କ୍ରିମ୍‌ ପାର୍ଲର‌ରେ ମୋଦୀଙ୍କ ନାଁରେ ଏକ ଆଇସକ୍ରିମ୍‌ ବିକ୍ରି ହେଉଛି। ଏହି ଆଇସକ୍ରିମ୍‌ର ନାଁ ‘ମୋଦୀ ସୀତାଫଳ କୁଲ୍‌ଫି’। ମୋଦୀଙ୍କ ମୁହଁର ଛବି ଥିବା ଏହି…
ଅଧିକ ଖବର ଦେଖନ୍ତୁ...

ତୁଟୁନି କର୍ଣ୍ଣାଟକ କଂଗ୍ରେସ ଅଡ଼ୁଆ

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ଅଡ଼ୁଆ ବଢ଼ି ଚାଲିଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରରେ ଅସନ୍ତୁ‌ଷ୍ଟ ଥିବା ବିଦ୍ରୋହୀ କଂଗ୍ରେସ ନେତାମାନଙ୍କୁ ବୁଝାଇବାପାଇଁ ବରିଷ୍ଠ କଂଗ୍ରେସ ନେତାମାନେ ପ୍ରୟାସ ଜାରି ରଖିଛନ୍ତି। ବିଦ୍ରୋହୀ ନେତାମାନଙ୍କୁ ବୁଝାଇବାପାଇଁ ସେମାନଙ୍କୁ ମନ୍ତ୍ରୀପଦ…
ଅଧିକ ଖବର ଦେଖନ୍ତୁ...

ମୋଦୀ କ୍ୟାବିନେଟ୍‌ ଫର୍ମୁଲା: ଜେଡିୟୁ-ଶିବସେନାକୁ ୨ଟି ଲେଖାଏଁ ମନ୍ତ୍ରୀ ପଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ସହ ପୁଣି କ୍ଷମତାକୁ ଫେରିଥିବା ବେଳେ ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ବିଜେପି ୩୦୩ ଆସନ ସହିତ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ସତ୍ତ୍ବେ ସହଯୋଗୀ ଦଳମାନଙ୍କୁ ଯଥୋଚିତ…
ଅଧିକ ଖବର ଦେଖନ୍ତୁ...