25 June 2017
7:20:25 AM
Sambad News
image
ମହାନଦୀ ଜଳ ବିବାଦ ମାମଲାର ସମାଧାନ ଲାଗି ଗଠିତ ବୁଝାମଣା କମିଟି ଏଥିରୁ ନିଜକୁ ନିବୃତ୍ତ କରିବା ପରେ ଟ୍ରିବ୍ୟୁନାଲ ଗଠନ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏହା ଫଳରେ ଏହି ବିବାଦର ସମାଧାନ ବିଳମ୍ବିତ ହେବ ବୋଲି ଭାବୁଛନ୍ତି କି ?


Vote
View Result

ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ‘ସମ୍ବାଦ’ର ପ୍ରକାଶନ ଆରମ୍ଭ ହୋଇଥିଲା ୧୯୮୪ ମସିହାରେ । ‘ସମ୍ବାଦ’ର ଆଠଟି ସଂସ୍କରଣ ଓଡ଼ିଶାର କୋଣଅନୁକୋଣର ଘଟଣା ପ୍ରବାହକୁ ନିଜ ପୃଷ୍ଠାରେ ସ୍ଥାନିତ କରି ପାଠକଙ୍କ ପ୍ରଥମ ପସନ୍ଦ ରୂପେ ପରିଗଣିତ ହେଉଛି । ଖବର ପରିବେଷଣ ଓ ମୁଦ୍ରଣ ପ୍ରଯୁକ୍ତିରେ ବୈପ୍ଲବିକ ପରିବର୍ତନ ଆଣିଥିବା ‘ସମ୍ବାଦ’ ପାଲଟିଛି ୭୦ ଲକ୍ଷ ପାଠକଙ୍କ ପ୍ରିୟ ଦୈନିକ। ପ୍ରଥମ ଥର ଲାଗି ପ୍ରାତଃ ସଂସ୍କରଣ, ରଙ୍ଗିନ ପତ୍ରିକା ଓ ଆଞ୍ଚଳିକ ସଂସ୍କରଣ ଭଳି ଆଧୁନିକ ତଥା ଯୁଗୋପଯୋଗୀ ଚିନ୍ତାଧାରାକୁ ଓଡ଼ିଶାରେ ପ୍ରବର୍ତନ କରିଥିବା ‘ସମ୍ବାଦ’ ଏବେ ଡିଜିଟାଲ୍‌ ମିଡିଆରେ ପ୍ରବେଶ କରିଛି। ମୋବାଇଲ୍‌, ଟାବ୍‌ଲେଟ୍‌ ଓ ବିବିଧ କମ୍ପ୍ୟୁଟର୍‌ରେ ଇଣ୍ଟରନେଟ୍‌ ବ୍ୟବହାରକାରୀ ତଥା ନୂଆପିଢ଼ିର ପାଠକଙ୍କୁ ଏବେ ତାଜା ଖବର ଯୋଗାଇଦେବ ‘ସମ୍ବାଦ’ର ଏହି ୱେବ୍‌ପୋର୍ଟାଲ୍‌।