ବୃଷ

ବୃଷ: ଦିନଟି ଶୁଭଙ୍କର। ବ୍ୟବସାୟରେ ପୁଞ୍ଜି ଲଗାଇଲେ ଲାଭ ମିଳିପାରେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବା ଆଶା। ଶୁଭରଙ୍ଗ: ଧଳା। ଆରାଧନା: ଶିବ।