ଚୀନ୍‌କୁ ଭାରତର ସର୍ତ୍ତ ପିଓକେରେ ପ୍ରକଳ୍ପ କାର୍ଯ୍ୟ ବନ୍ଦ କର

ନୂଆଦିଲ୍ଲୀ: ଚୀନ୍‌ ‘ଓ୍ଵାନ୍‌ ଚାଇନା ପଲିସି’କୁ ସମର୍ଥନ କରିବାପାଇଁ ଭାରତକୁ ଅନୁରୋଧ କରିଛି। ଚୀନ୍‌ର ଏହି ଅନୁରୋଧ ଉପରେ ଭାରତ କଡ଼ା ସର୍ତ୍ତ ଲଗାଇଛି। ଚୀନ୍‌ ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର)ରୁ ଏହାର ସମସ୍ତ ପ୍ରକଳ୍ପ ତଥା ସିପିଇସି (ଚୀନ୍‌ ପାକିସ୍ତାନ ଆର୍ଥିକ କରିଡର) କାର୍ଯ୍ୟ ବନ୍ଦ କରିବା ପାଇଁ କହିଛି। ଚୀନ୍‌ର ସିପିଇସି ପ୍ରକଳ୍ପ ଦ୍ୱାରା ଭାରତର ସାର୍ବଭୌମତ୍ୱ କ୍ଷୁଣ୍ଣ ହେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ରହୁଥିବା କେନ୍ଦ୍ର ସରକାର କହିଛନ୍ତି।

ସମ୍ବନ୍ଧିତ ଖବର