କଶ୍ମୀରର ପୁଞ୍ଚ୍‌ରେ ମାଇନ୍‌ ବିସ୍ଫୋରଣ ଘଟି ୧ ଯବାନ ସହିଦ; ୮ ଜଣ ଆହତ

0

ଶ୍ରୀନଗର: ବୁଧବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ମାଇନ୍‌ ବିସ୍ଫୋରଣ ଘଟି ସେନାର ତିନି ଜଣେ ଯବାନ ସହିଦ ହୋଇଛନ୍ତି ଓ ଅନ୍ୟ ଆଠ ଜଣ ଆହତ ହୋଇଛନ୍ତି।

ବିମାନ ଯୋଗେ ଆହତ ଯବାନମାନଙ୍କୁ ସାମରିକ ଡାକ୍ତରଖାନାକୁ ନିଆ ଯାଇଛି।

ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.