ଦକ୍ଷିଣ କଶ୍ମୀରରୁ ୧୦ ଜେଇଏମ୍‌ ସହଯୋଗୀ ଗିରଫ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଏବେ ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଜମ୍ମୁ କଶ୍ମୀର ପୁଲିସ  ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଦୁଇ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍‌ ଏବଂ ଏଲଇଟି ଆତଙ୍କବାଦୀ ଗୋଷ୍ଠୀର ଦୁଇଟି ଶାଖା ଉପରେ ଚଢ଼ଉ କରି ୧୦ ଜଣ ଜେଇଏମ୍‌ ସହଯୋଗୀଙ୍କୁ ଗିରଫ କରିଛି। ତ୍ରାଲ୍‌ରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଖ୍ରିଉରୁ ୬ ଜଣ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର