‘ପିୟୁବିଜି’ ନିଷିଦ୍ଧ ପାଇଁ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହ‌େଲେ ୧୧ ବର୍ଷୀୟ ବାଳକ

ମୁମ୍ବାଇ : ଲୋକପ୍ରିୟ ମୋବାଇଲ୍‌ ଗେମ୍‌ ‘ପିୟୁବିଜି’ ନିଷିଦ୍ଧ ପାଇଁ ଜଣେ ୧୧ ବର୍ଷୀୟ ବାଳକ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିଜ ମା’ଙ୍କ ସହାୟତାରେ ଉକ୍ତ ୧୧ ବର୍ଷୀୟ ବାଳକ ଆହଦ ନିଜାମ୍‌ ବମ୍ବେ ହାଇକୋର୍ଟରେ ଏକ ପିଆଇଏଲ୍‌ ଦାଖଲ କରିଛନ୍ତି। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏନଏଚ ପାଟିଲ୍‌ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ଉକ୍ତ ଆବେଦନର ଶୁଣାଣି ହେବ।

ସମ୍ବନ୍ଧିତ ଖବର