ତେଲେଙ୍ଗାନାରେ ୧୧୧ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ

ହାଇଦ୍ରାବାଦ୍‌: ଆଉ ମାତ୍ର ୩ ଦିନ ପରେ ତେଲେଙ୍ଗାନା ବିଧାନସଭା ନିର୍ବା‌ଚନ। ତେବେ ଚଳିତ ନିର୍ବାଚନରେ ବିଭିନ୍ନ ଦଳର ନେତାମାନେ ଭୋଟରଙ୍କୁ କିଣିବାପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିପୁଳ ପରିମାଣରେ ଟଙ୍କା ଓ ମଦ ବଣ୍ଟା ଯାଉଛି।  ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ଅର୍ଥ ସହ ୧୧୧ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଛି।

ସମ୍ବନ୍ଧିତ ଖବର