କାବୁଲ୍: ଆଫଗାନିସ୍ତାନରେ ଆଜି ଆତ୍ମଘାତୀ ବିସ୍ଫୋରଣରେ ୧୫ ଜଣ ନିହତ ହୋଇଛନ୍ତି। ଆଫଗାନିସ୍ତାନ ଜଲାଲାବାଦ୍ର ଏକ ଗୁଇନ୍ଦା ସଂସ୍ଥାକୁ ଟାର୍ଗେଟ୍ କରି ତାଲିବାନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୨ ଜଣ ଗୁଇନ୍ଦା ଅଧିକାରୀ ଏବଂ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ପୂର୍ବବର୍ତ୍ତୀ ଖବର