ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫୭୯୯; ଗୋଟିଏ ଦିନରେ ସଂକ୍ରମଣ ନୂଆ ସଂଖ୍ୟା ୭, ୪୬୭

ନୂଆଦିଲ୍ଲୀ: ମେ ୨୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୬୫୭୯୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୭୧୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୭୦୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୯ ଜଣ, ଆସାମରେ ୪ ଜଣ, ବିହାରରେ ୧୫ ଜଣ, ଚଣ୍ଡିଗଡ଼ରେ ୪ ଜଣ, ଦିଲ୍ଲୀରେ ୩୧୬ ଜଣ, ଗୁଜରାଟରେ ୯୬୦ ଜଣ, ହରିୟାଣାରେ ୧୯ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୨୭ ଜଣ, ଝାଡ଼ଖଣ୍ଡରେ ୪ ଜଣ, କର୍ଣ୍ଣାଟକରେ ୪୭ ଜଣ, କେରଳରେ ୭ ଜଣ, ମଧ୍ୟପ୍ରଦେଶରେ ୩୨୧ ଜଣ, ମହାରାଷ୍ଟ୍ରରେ ୧୯୮୨ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୦ ଜଣ, ରାଜସ୍ଥାନରେ ୧୮୦ ଜଣ, ତାମିଲନାଡୁରେ ୧୪୫ ଜଣ, ତେଲେଙ୍ଗାନାରେ ୬୭ ଜଣ, ଉତ୍ତରାଖଣ୍ଡରେ ୪ ଜଣ, ଉତ୍ତରପ୍ରଦେଶରେ ୧୯୭ ଜଣ ଏବଂ ପଶ୍ଚମବଙ୍ଗରେ ୨୯୫ ଜଣ ।

Image Source: Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୨୫୧), ଅରୁଣାଚଳ ପ୍ରଦେଶ (୩), ଆସାମ (୮୫୬), ବିହାର (୩୨୯୬), ଚଣ୍ଡିଗଡ଼ (୨୮୮), ଛତିଶଗଡ଼ (୩୯୯), ଦାଦର ନଗର ହାୱେଲି (୨) ଜଣ, ଦିଲ୍ଲୀ (୧୬୨୮୧), ଗୋଆ (୬୯), ଗୁଜରାଟ (୧୫୫୬୨), ହରିୟାଣା (୧୫୦୪), ହିମାଚଳ ପ୍ରଦେଶ (୨୭୪), ଜମ୍ମୁ ଓ କଶ୍ମୀର (୨୦୩୬), ଝାଡ଼ଖଣ୍ଡ (୪୬୯) କର୍ଣ୍ଣାଟକ (୨୫୩୩), କେରଳ (୧୦୮୮), ଲଦାଖ (୭୩), ମଧ୍ୟପ୍ରଦେଶ (୭୪୫୩), ମହାରାଷ୍ଟ୍ର (୫୯୫୪୬), ମଣିପୁର (୫୫), ମେଘାଳୟ (୨୧), ମିଜୋରାମ (୧), ନାଗାଲାଣ୍ଡ (୧୮),  ଓଡ଼ିଶା (୧୬୬୦), ପୁଦ୍ଦୁଚେରୀ (୫୧), ପଞ୍ଜାବ (୨୧୫୮), ରାଜସ୍ଥାନ (୮୦୬୭), ସିକିମ୍ (୧), ତାମିଲନାଡୁ (୧୯୩୭୨), ତେଲେଙ୍ଗାନା (୨୨୫୬), ତ୍ରିପୁରା (୨୪୨), ଉତ୍ତରାଖଣ୍ଡ (୫୦୦), ଉତ୍ତରପ୍ରଦେଶ (୭୧୭୦) ଓ ପଶ୍ଚିମବଙ୍ଗ (୪୬୭୩) ।

Image Source: Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୧୨୫), ଅରୁଣାଚଳ ପ୍ରଦେଶ (୧), ଆସାମ (୧୦୪), ବିହାର (୧୨୧୧), ଚଣ୍ଡିଗଡ଼ (୧୮୯), ଛତିଶଗଡ଼ (୮୩), ଦିଲ୍ଲୀ (୭୪୯୫), ଗୋଆ (୩୮), ଗୁଜରାଟ (୮୦୦୩), ହରିୟାଣା (୮୮୧), ହିମାଚଳ ପ୍ରଦେଶ (୭୦), ଜମ୍ମୁ ଓ କଶ୍ମୀର (୮୫୯), ଝାଡ଼ଖଣ୍ଡ (୨୧୨), କର୍ଣ୍ଣାଟକ (୮୩୪), କେରଳ (୫୫୫), ଲଦାଖ (୪୩), ମଧ୍ୟପ୍ରଦେଶ (୪୦୫୦), ମହାରାଷ୍ଟ୍ର (୧୮୬୧୬), ମଣିପୁର (୫), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୮୮୭), ପୁଦ୍ଦୁଚେରୀ (୧୪), ପଞ୍ଜାବ (୧୯୪୬), ରାଜସ୍ଥାନ (୪୮୧୭), ତାମିଲନାଡୁ (୧୦୫୪୮), ତେଲେଙ୍ଗାନା (୧୩୪୫), ତ୍ରିପୁରା (୧୬୭), ଉତ୍ତରାଖଣ୍ଡ (୭୯), ଉତ୍ତରପ୍ରଦେଶ (୪୨୧୫) ଓ ପଶ୍ଚିମବଙ୍ଗ (୧୬୬୮) ।

 

ସମ୍ବନ୍ଧିତ ଖବର