୧୯ ଯୁବତୀ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀରେ ମାନବ ଚାଲାଣ ଚଳାଇଥିବା ଏକ ବଡ଼ ର‍୍ୟାକେଟ୍‌ର ଆଜି ପର୍ଦ୍ଦାଫାସ ହୋଇଛି। ଦକ୍ଷିଣ ଦିଲ୍ଲୀର ମୈଦାନଗଡ଼ର ଏକ ଆପାର୍ଟମେଣ୍ଟରେ ପୁଲିସ ଚଢ଼ଉ କରି ୧୯ ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ନେପାଳ ଏବଂ ୩ ଜଣ ଜଲପାଇଗୁଡ଼ିର ବୋଲି ଜଣାପଡ଼ିଛି। ଆରବ ରାଷ୍ଟ୍ରରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ଦଲାଲମାନେ ଏହି ଯୁବତୀଙ୍କୁ ଦିଲ୍ଲୀ ଆଣିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର