ନେପାଳର ତେନ୍‌ଜିଙ୍ଗ୍‌-ହିଲାରି ଏୟାର୍‌ପୋର୍ଟରେ ସମିଟ୍‌ ଏୟାର୍‌ ବିମାନ ଦୁର୍ଘଟଣା; ୨ ମୃତ, ୫ ଆହତ

ନୂଆଦିଲ୍ଲୀ: ନେପାଳର ତେନ୍‌ଜିଙ୍ଗ୍‌-ହିଲାରି ଏୟାର୍‌ପୋର୍ଟରେ ସମିଟ୍‌ ଏୟାର୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନ୍ୟୂନ ଦୁଇଜଣ ବ୍ୟକ୍ତିଙ୍କର ମୃତ ଘଟିଛି ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି।

ବିମାନ ବନ୍ଦରରେ ରଖାଯାଇଥିବା ଏକ ହେଲିକପ୍ଟର୍‌ ସହ ଧକ୍କା ଖାଇବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର