କରୁଣାନିଧିଙ୍କ ଅସୁସ୍ଥତା ଖବର ଶୁଣି ୨୧ ସମର୍ଥକଙ୍କ ମୃତ୍ୟୁ

ଚେନ୍ନାଇ: ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧି ଏବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ଏତେ ଖରାପ୍‌ ହୋଇଯିବା ଖବରକୁ ତାଙ୍କର କିଛି ସମର୍ଥକ ସହଜେ ବିଶ୍ୱାସ କରିପାରି ନଥିଲେ। କିନ୍ତୁ ଖବର ସତ ବୋଲି ଜାଣିବା ପରେ ଦୁଃଖରେ ମି୍ରୟମାଣ ହୋଇପଡ଼ିଥିଲେ। ଫଳରେ ୨୧ ଜଣ ଡିଏମ୍‌କେ କର୍ମୀ ପ୍ରାଣ ହରାଇଛନ୍ତି। ଡିଏମ୍‌କେ ସୂତ୍ରରୁ ଏହା ଜଣାପଡ଼ିଛି।

ସମ୍ବନ୍ଧିତ ଖବର