ମୁମ୍ବାଇ:ରେଳବାଇ ଫୁଟ୍‌ ଓଭରବ୍ରିଜ୍‌ରେ ଦଳଚକଟା, ୩ ମୃତ,୨୦ରୁ ଊର୍ଧ୍ୱ ଆହତ

0 262

ନୂଆଦିଲ୍ଲୀ: ମୁମ୍ବାଇର ଏଲଫିନଷ୍ଟୋନ ରେଳବାଇ ଫୁଟ୍‌ ଓଭରବ୍ରିଜ୍‌ରେ ଦଳଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଧ୍ୱ ଆହତ ହୋଇଛନ୍ତି। ସକାଳ ପ୍ରାୟ ୧୦ଟା ୪୬ ମିନିଟ ସମୟରେ ଏହି ଘଟଣା ଘଟିଛି ଓ ଏଥିରେ ଅନ୍ୟୁନ ୩ ଜଣ ଲୋକଙ୍କର ମୃତ୍ୟୁ ସହିତ ୨୦/୨୫ ଜଣ ଆହତ ହୋଇଥିବା ମୁମ୍ବାଇ ମହାନଗର ନିଗମ ର ବିପର୍ଯ୍ୟୟ ପରିଳାନା ଅଧିକାରୀଙ୍କ ଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.