ଇରାନ୍‌ ମହାକାଶ କେନ୍ଦ୍ରରେ ଅଗ୍ନିକାଣ୍ଡ, ୩ ‌ବୈଜ୍ଞାନିକ ମୃତ

ତେହରାନ୍‌ : ଇରାନ୍‌ର ମହାକାଶ ଗବେଷଣା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ମହାକାଶ ଗବେଷଣା କେନ୍ଦ୍ରର ଏକ କୋଠାରେ ଗତକାଲି ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ଗବେଷଣା ସଂକ୍ରାନ୍ତ ବହୁ ସଂଖ୍ୟକ ରିପୋର୍ଟ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ତେବେ କେଉଁ କାରଣ ପାଇଁ ଏତେବଡ଼ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନଥିବା ବେଳେ ସେନେଇ ତଦନ୍ତ ଆରମ୍ଭ ହୋ‌ଇଛି।

ସମ୍ବନ୍ଧିତ ଖବର