୩୭ ଜଣଙ୍କୁ ମାରି ଚର୍ଚ୍ଚାରେ ଆସାମର ‘ଲାଦେନ୍‌’

0 61

ଗୌହାଟି: ୨୦୧୬ ମସିହାରୁ ଏ ପର୍ଯ୍ୟନ୍ତ ଅନ୍ୟୁନ ୩୭ ଜଣଙ୍କୁ ମାରି ଆସାମର ଲାଦେନ୍‌ ଚର୍ଚ୍ଚାକୁ ଆସିଛି। ତେବେ ଏହି ଲାଦେନ୍‌ କୌଣସି ଆତଙ୍କବାଦୀ କି ମାଓବାଦୀ ନୁହେଁ, ସେ ହେଉଛି ଏକ ଜଙ୍ଗଲୀ ହାତୀ। ଏହି ହାତୀକୁ ଲାଦେନ ନାମରେ ଘୋଷଣା କରିବା ପାଇଁ ଜଣେ ବନ ବିଭାଗ ଅଧିକାରୀ ଆସାମ ଜଙ୍ଗଲ ବିଭାଗକୁ ଅନୁରୋଧ କରିଛନ୍ତି। ଗାରୋ ପର୍ବତର ଗୋଲପରା ଜଙ୍ଗଲରେ ଏହି ହାତୀ ବୁଲୁଛି। ସାଧାରଣ ଆକାରଠାରୁ ଏହି ହାତୀର ଆକାର ବହୁତ ବଡ଼ ରହିଥିବା ବେଳେ ହାତୀ ପ୍ରବଳ ହିଂସ୍ର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.