ଅଗ୍ନିକାଣ୍ଡରେ ପରିବାରର ୫ ମୃତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡିରେ ଆଜି ଅଗ୍ନିକାଣ୍ଡ ହେତୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମଣ୍ଡି ଅଞ୍ଚଳର ନରେନ୍ଦ୍ର କୁମାର ସୋନି ନାମକ ଜଣେ ବ୍ୟକ୍ତିଙ୍କ ପୁଅ ବାହାଘର ଥିଲ।ା ପୁଅ ବାହାଘର ସାରି ସେ ପୂଅ ବୋହୂଙ୍କୁ ଧରି ଘରକୁ ଫେରିଥିଲେ। କିନ୍ତୁ ଘରେ ନରେନ୍ଦ୍ରଙ୍କ ପୁଅ, ବୋହୁ, ତାଙ୍କ ପତ୍ନୀ, ଭଉଣୀ ଏବଂ ତାଙ୍କର ଅନ୍ୟ ଜଣେ ବୋହୂ ଓ ୧୧ ବର୍ଷର ନାତି ଶୋଇଥିବାବେଳେ ହଠାତ୍‌ ଅଗ୍ନିକାଣ୍ଡ ହୋଇଥିଲା।

ସମ୍ବନ୍ଧିତ ଖବର