ଏସି ଟ୍ରେନ୍‌ରେ ମହିଳାଙ୍କ ପାଇଁ ୬ଟି ବର୍ଥ ସଂରକ୍ଷିତ ରହିବ

ନୂଆଦିଲ୍ଲୀ: ମହିଳା ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରାଜଧାନୀ, ଦୁର‌େନ୍ତା ଏବଂ ସମସ୍ତ ଏସି ୩-ଟାୟର ଟ୍ରେନ୍‌ରେ ସେମାନଙ୍କ ପାଇଁ ୬ଟି ବର୍ଥ ସଂରକ୍ଷିତ ରହିବ। କୌଣସି ବୟସର ତାରତମ୍ୟ ନଥାଇ ସବୁ ବୟସର ମହିଳାମାନେ ଏହି ସୁବିଧା ପାଇବେ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୩ ଟି ଗରିବ ରଥ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ମହିଳାଙ୍କ ପାଇଁ ଅତିରିକ୍ତ ୬ଟି ବର୍ଥ ସଂରକ୍ଷିତ ରଖାଯାଇଛି।

ସମ୍ବନ୍ଧିତ ଖବର