ଦୁର୍ଘଟଣାରେ ୮ ମୃତ

ଆଗ୍ରା : ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ପରିବାରର ୮ ଜଣ ସଦସ୍ୟ ଆଜି ଏକ କାର୍‌ ଯୋଗେ ଜୋନ୍‌ପୁରରୁ ଆଗ୍ରା ଅଭିମୁଖେ ଯାତ୍ରା କରୁଥିବାବେଳେ ବାଟରେ ସେମାନଙ୍କ ଗାଡ଼ିକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର