Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଗୁଜୁରାଟ: ସରକାରୀ ହସ୍ପିଟାଲ୍‌ରେ ୨୪ ଘଣ୍ଟା ମଧ୍ୟରେ ୯ ଜଣ ନବଜାତକ ମୃତ

0 261

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ସିଭିଲ୍‌ ହସ୍ପିଟାଲ୍‌ରେ ୨୪ ଘଣ୍ଟା ମଧ୍ୟରେ ୯ ଜଣ ନବଜାତକଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଲୁନାଭଡ଼ା, ସୁରେନ୍ଦରନଗର, ମାନସା, ଭିରମଗମ୍‌, ହିମତନଗରରୁ ସିଭିଲ୍‌ ହସ୍ପିଟାଲ୍‌କୁ ଅଣା ଯାଇଥିଲା। ପ୍ରାୟତ ଆବଶ୍ୟକଠାରୁ କମ୍‌ ଓଜନ ହୋଇଥିବାରୁ ନବଜାତକମାନଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିିଛି।

ଉଲ୍ଳେଖଯୋଗ୍ୟ, ନିକଟରେ ଉତ୍ତପ୍ରଦେଶର ଗୋରଖପୁର ଏବଂ ଫାରୁକବାଦ ଶିଶୁ ମୃତ ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 × 2 =