୨୦୧୮ରେ ୯୬ ସିଆର୍‌ପିଏଫ୍‌ ଯବାନ ଆତ୍ମହତ୍ୟା କରିଛନ୍ତି

ନୂଆଦିଲ୍ଲୀ : ୨୦୧୮ ମସିହାରେ ୯୬ ଜଣ ସିଆର୍‌ପିଏଫ୍‌ ଯବାନ ଆତ୍ମହତ୍ୟା କରିଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଗତ ୩ ବର୍ଷ ମଧ୍ୟରେ ଯବାନଙ୍କ ଆତ୍ମହତ୍ୟା‌ କରିବା ଘଟଣା ଅଧିକ ଉଦ୍‌ବେଗଜନକ ହୋଇଛି। ୨୦୧୬ ମସିହାରେ ୯୦ ଯବାନ ଆତ୍ମହତ୍ୟା କରିଥିବା‌ବେଳେ ୨୦୧୭ ମସିହାରେ ୧୨୧ ଜଣ ଯବାନ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର