ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ‘ଆଧାର ଏୟାରପୋର୍ଟ’

ଜାଣନ୍ତୁ କେମିତି ହେବ ଆଧାର ଏୟାରପୋର୍ଟ ଓ ଏଥିରେ କ’ଣ ସବୁ ସୁବିଧା ରହିବା ସହ ସହଜ ହେବ ଅନ୍ୟାନ୍ୟ ଜିନିଷ

ଏବେ ଏୟାରପୋର୍ଟରେ ପ୍ରବେଶ ପାଇଁ ଆପଣଙ୍କୁ ସମସ୍ତ ସ୍ଥାନରେ ପରିଚୟ ପତ୍ର (ID Card) ନ ଦେଖାଇ ବରଂ ମେସିନ୍‌ ସାମ୍ନାରେ ନିଜର ହାତ ଦେଖାଇବା ପାଇଁ ପଡ଼ିବ। ଆସନ୍ତା ମାର୍ଚ୍ଚରେ ବାଙ୍ଗାଲୁରୁର କମ୍ପେଗୌଡା ଅର୍ନ୍ତଜାତୀୟ ବିମାନ ବନ୍ଦର ଦେଶର ପ୍ରଥମ ଆଧାର ଆଧାରିତ ପ୍ରବେଶ ଓ ବାୟୋମେଟ୍ରିକ୍‌ ବୋର୍ଡିଂ ସିଷ୍ଟମ୍‌ ଖଞ୍ଜା ଯାଇଥିବା ଏୟାରପୋର୍ଟରେ ପରିଣତ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର