ସ୍ବଦେଶ ଫେରିବା ଅବସରରେ ଅଭିନେତ୍ରୀ ସୋନାଲି ବେ‌େନ୍ଦ୍ର

ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ପପ୍‌ ସିଙ୍ଗର୍‌ ନିକ୍‌ ଜୋନାସ୍‌

ନ୍ୟୁୟର୍କରେ କ୍ୟାନ୍‌ସରକୁ ପରାଜିତ କରି ସ୍ବଦେଶ ଫେରିବା ଅବସରରେ ଅଭିନେତ୍ରୀ ସୋନାଲି ବେ‌େନ୍ଦ୍ର ହାତ ହଲାଇ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛନ୍ତି।

ରାଜସ୍ଥାନର ଯୋଧପୁରରେ ବିବାହ ସମ୍ପନ୍ନ ପରେ ଜୋନାସ୍‌ ଦମ୍ପତି (ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ପପ୍‌ ସିଙ୍ଗର୍‌ ନିକ୍‌ ଜୋନାସ୍‌) ଦିଲ୍ଲୀ ଫେରିଛନ୍ତି। ମଙ୍ଗଳବାର ସେମାନେ ଦିଲ୍ଲୀରେ ବିବାହ ଭୋଜି ଦେବେ।

ସମ୍ବନ୍ଧିତ ଖବର