ଗୁରୁଗ୍ରାମ: ଗୁରୁଗ୍ରାମରେ ଜଣେ ୨୮ ବର୍ଷୀୟ ଯୁବକ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଫେସ୍ବୁକ୍ରେ ସେ ନିଜ ଅନ୍ତିମ ସମୟର କିଛି ମୁହୂର୍ତ୍ତ ପୋଷ୍ଟ କରିଛନ୍ତି। ପଟୌଦି ନିକଟବର୍ତ୍ତୀ କେଲି ମଣ୍ଡିର ବାସିଦା ଅମିତ୍ ଚୌହାନ୍ ଓ ପତ୍ନୀ ପ୍ରୀତିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା।

ପୂର୍ବବର୍ତ୍ତୀ ଖବର