ଆମେରିକାରେ ଗୁଳିକାଣ୍ଡ, ୪ ମୃତ

ବାଲ୍‌ଟିମୋର: ଆମେରିକାର ମେରିଲାଣ୍ଡରେ ଜଣେ ମହିଳା ଅଚାନକ ଆଖିବୁଜା ଗୁଳି ଚାଳନା କରିବା ଯୋଗୁ ୩ ଜଣ ପ୍ରାଣ ହରାଇଛନ୍ତି। ୩ ଜଣଙ୍କୁ ହତ୍ୟା ପରେ ମହିଳା ଜଣକ ନିଜକୁ ଦୁଇଟି ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏଥିରେ ଆଉ କିଛି ଲୋକ ଆହତ ମଧ୍ୟ ହୋଇଥିବା ଏଫ୍‌ବିଆଇ ପକ୍ଷରୁ କୁହାଯାଇଛି। ଏଫ୍‌ବିଆଇ ସୂଚନା ମୁତାବକ ଏକ ଔଷଧ ବିତରଣ କେନ୍ଦ୍ରରେ ଏହି ଅଘଟଣ ଘଟିଛି। ଲୋକଙ୍କୁ ଗୁଳି କରିବା ପରେ ମହିଳା ଜଣକ ନିଜ ମୁଣ୍ଡକୁ ଗୁଳି କରିଥିଲେ।

ସମ୍ବନ୍ଧିତ ଖବର