‘ଆମେରିକାର କଟକଣା ପାଇଁ ଭାରତ ଦାୟୀ’

ନୂଆଦିଲ୍ଲୀ: ପାକିସ୍ତାନକୁ ଆମେରିକା ଏହାର ବାର୍ଷିକ ସାଢ଼େ ୨୫ କୋଟି ସାମରିକ ଅନୁଦାନ ବନ୍ଦ କରିଦେବ ବୋଲି ଗତକାଲି ଟ୍ରମ୍ପ୍‌ କଡ଼ା ଆଭିମୁଖ୍ୟ ପୋଷଣ କରିବା ପରେ ଏହା ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଜମାତ ଉଦ୍‌ ଦାଓ୍ଵା ମୁଖ୍ୟ ହାଫିଜ ସୟିଦ ଆଜି ଆମେରିକାର ଏହି କଟକଣା ପାଇଁ ଭାରତକୁ ଦାୟୀ କରିଛି। ପାକିସ୍ତାନ ବିରୋଧରେ ଟ୍ରମ୍ପ୍‌ ପ୍ରଶାସନ ନେଇଥିବା ଏହି ପଦକ୍ଷେପ ପଛରେ ଭାରତର ହାତ ରହିଛି ବୋଲି ସୟିଦ ଦାବି କରିଛି।

ସମ୍ବନ୍ଧିତ ଖବର