୨୦୦ ଚାଷୀଙ୍କ ଋଣ ଶୁଝିବେ ଅମିତାଭ

ମୁମ୍ବାଇ: ମେଗାଷ୍ଟାର୍‌ ଅମିତାଭ ବଚ୍ଚନ କେରଳ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହା ବାଦ୍‌ କେରଳର ପ୍ରାୟ ୨୦୦ ଚାଷୀଙ୍କ ଋଣ ପରିଶୋଧ କରିବାକୁ ମଧ୍ୟ ସେ ନିଷ୍ପତ୍ତି ନେଇଛନ୍ତି। ଏହି ଋଣ ପରିମାଣ ୧.୨୫ କୋଟି ଟଙ୍କା ହେବ। ଏହାଛଡ଼ା ସହିଦ ପରିବାରଙ୍କ ନିମନ୍ତେ ଅମିତାଭ ୧ କୋଟି ଟଙ୍କାର ସହାୟତା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର