କଂଗ୍ରେସରେ ଯୋଗ ଦେବେ ବରୁଣ ଗାନ୍ଧୀ!

0 66

ନୂଆଦିଲ୍ଲୀ : ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ପୁଅ ବରୁଣ ଗାନ୍ଧୀ ଆସନ୍ତା ଡିସେମ୍ବର ମାସରେ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚାହଉଛି। ବରୁଣଙ୍କ ସାଙ୍ଗରେ ଗାନ୍ଧୀ ନାମ ଯୋଡ଼ି ହୋଇଥିବାରୁ ତାଙ୍କୁ ବିଜେପି କଣଠେସା କରୁଥିବା କୁହାଯାଉଛି। ତେଣୁ ସେ କଂଗ୍ରେସରେ ଯୋଗ ଦେବାନେଇ ନିଷ୍ପତ୍ତି ନେଇଛନ୍ତି ଓ ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀଙ୍କ ସହ ସେ ଏନେଇ ବାରମ୍ବାର ଆଲୋଚନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.