ରାଜସ୍ଥାନରେ କୋଟିଏ ପରିବାରଙ୍କୁ ସ୍ମାର୍ଟଫୋନ୍‌ ମିଳିବ: ବସୁନ୍ଧରା

ଜୟପୁର, : ରାଜସ୍ଥାନରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ପରିବାରଗୁଡ଼ିକୁ ସରକାର ମାଗଣା ସ୍ମାର୍ଟଫୋନ ଯୋଗାଇ ଦେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଘୋଷଣା କରିଛନ୍ତି। ପ୍ରାୟ ୧ କୋଟି ଲୋକ ଏହି ସୁବିଧା ପାଇବେ । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରଙ୍କ ଏହି ଘୋଷଣା ରାଜ୍ୟ ରାଜନୀତିକୁ ସରଗରମ କରିଛି।

ସମ୍ବନ୍ଧିତ ଖବର