ଭର୍ତ୍ତୃହରି ଏଥିକ୍‌ସ କମିଟିର ସଦସ୍ୟ ମନୋନୀତ

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ‘କମିଟି ଅନ୍‌ ଏଥିକ୍‌ସ’ର ସଦସ୍ୟ ରୂପେ ମନୋନୀତ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ଲାଲକୃଷ୍ଣ ଆଡଭାନୀଙ୍କୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର