ବିଜୟ ମାଲ୍ୟାଙ୍କ ସମ୍ପତ୍ତି: କେନ୍ଦ୍ର ସରକାରଙ୍କୁ ମିଳିଲା ୧୦୦ କୋଟି
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବା ପାଇଁ ଏବେ ପ୍ରବର୍ତ୍ତନ ନ୍ୟାୟାଳୟ(ଇଡି) ନିଷ୍ପତ୍ତି ନେଇଛି। ଜାଣିବାକୁ ମିଳିଛି ଯେ ପ୍ରତ୍ୟେକ୍ଷ ଓ ପରୋକ୍ଷା ଭାବେ ମାଲ୍ୟାଙ୍କ ଆକାଉଣ୍ଟ୍ରୁ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରାୟ ୧୦୦ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଗତ ୨ ମାସ ତଳେ ଷ୍ଟକ୍ ହୋଲଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍(ଏସ୍ଏଚ୍ସିଆଇଏଲ୍)କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଲ୍ୟାଙ୍କ ଅଧିନରେ ଥିବା ଆକାଉଣ୍ଟ୍ରୁ ଟ୍ରାନନ୍ସଫର୍ କିମ୍ବା ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା।