ଆଫଗାନିସ୍ତାନରେ ବିସ୍ଫୋରଣ, ୮ ମୃତ

କାବୁଲ୍‌ : ଆଫଗାନିସ୍ତାନରେ ସିରିଜ୍‌ ବୋମା ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଛି। ଆଫଗାନିସ୍ତାନର ନାନ୍‌ଗଡ଼ହାର ପ୍ରଦେଶରେ ଗତକାଲି ଏକ କ୍ରିକେଟ୍‌ ମ୍ୟାଚ୍‌ ଚାଲିିଥିବା ସମୟରେ ବୋମା ବିସ୍ଫୋରଣ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପବିତ୍ର ରମଜାନ୍‌ ମାସ ଅବସରରେ ଆୟୋଜିତ ହୋଇଥିବା ଏକ ରାତ୍ରୀକାଳୀନ ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ଶତାଧିକ ଲୋକ ରୁଣ୍ଡ ହୋଇଥିବା ବେଳେ ୩ଟି ବିସ୍ଫୋରଣ ହୋଇଥିଲା।

ସମ୍ବନ୍ଧିତ ଖବର