ବିସ୍ଫୋରଣରେ ଯବାନ ସହିଦ, ୩ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀର ସାମ୍ବା ଜିଲ୍ଲାର ଏକ ବର୍ଡର ଆଉଟ୍‌ପୋଷ୍ଟ୍‌ରେ ବିସ୍ଫୋରଣ ହୋଇ ଜଣେ ବିଏସଏଫ୍‌ ଯବାନ ସହିଦ ହୋଇ ଯାଇଛନ୍ତି ଏବଂ ୩ ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ ମଙ୍ଗୁଚାକ୍‌ ବର୍ଡର ଆଉଟ୍‌ପୋଷ୍ଟ୍‌ରେ ଆଜି ଏକ ଗ୍ରେନେଡ୍‌ ଦୁର୍ଘଟଣା ବସତଃ ବିସ୍ଫୋରଣ ହୋଇ ଯାଇଥିଲା ଫଳରେ ଜଣେ ଯବାନ ସହିଦ ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର