ଏମ୍ସରେ ପାରିକରଙ୍କ କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ଦିଲ୍ଲୀ ଏମ୍୍‌ସରେ କ୍ୟାବିନେଟ ବୈଠକ ଡକାଇଥିଲେ। ଏମ୍୍‌ସ ହସ୍ପିଟାଲରେ ଏଭଳି କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବା ପ୍ରଥମ ଘଟଣା। ବୈଠକରେ ବିଜେପି ସରକାରକୁ ସମର୍ଥନ କରୁଥିବା ଅନ୍ୟ ଦଳର ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ପାରିକର ଏବେ ଅଗ୍ନାଶୟରେ କର୍କଟ ଯୋଗୁଁ ଏମ୍‌୍‌ସରେ ଚିକିତ୍ସିତ ହେଉଛନ୍ତି। ଆଗାମୀ ଦୀପାବଳିରେ ସେ ଗୋଆ ଫେରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର