Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଚୀନ୍‌ ଆକାଶ ସୀମାକୁ ପଶି ଯାଇଥିବା ଭାରତୀୟ ଡ୍ରୋନ୍‌କୁ ଖସାଇ ଦିଆଯାଇଛି

0 931

ବେଜିଙ୍ଗ: ଚୀନ୍‌ର ଆକାଶ ସୀମାକୁ ପ୍ରବେଶ କରିଥିବା ଏକ ଭାରତୀୟ ଡ୍ରୋନ୍‌କୁ ଖସାଇ ଦିଆଯାଇଛି। ଗୁରୁବାର ଦିନ ଏ କଥା କହିଛି ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ଜିନ୍‌ହୁଆ।

ଚୀନ୍‌ର ସୀମାନ୍ତ ସୈନ୍ୟମାନେ ସେ ଯନ୍ତ୍ରଟିକୁ ଚିହ୍ନଟି କରି ଯାଞ୍ଚ କରିଥିଲେ। ଭାରତର ଏ ଭଳି କାର୍ଯ୍ୟ ଚୀନ୍‌ର ସୀମାରେଖା ସାର୍ବଭୌମତ୍ୱ ଉଲ୍ଲଂଘନ କରିଥିବାରୁ ଚୀନ୍‌ର ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ବିରୋଧ କରିଥିଲେ।

କେତେବେଳେ ଏବଂ କେଉଁଠି ଏହି ଘଟଣା ଘଟିଥିଲା ତାହା ଉଲ୍ଲେଖ କରାଯାଇ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

six − two =