କୋଇଲା ଦୁର୍ନୀତି ମାମଲା, ଏଚ୍‌ସି ଗୁପ୍ତାଙ୍କ ସମେତ ୩ ଜଣଙ୍କୁ ୩ ବର୍ଷ ଜେଲ

ନୂଆଦିଲ୍ଲୀ : କୋଇଲା ଆବଣ୍ଟନ ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀ କୋର୍ଟ ପୂର୍ବତନ କୋଇଲା ସଚିବ ଏଚ୍‌ସି ଗୁପ୍ତାଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଗୁପ୍ତାଙ୍କ ବାଦ୍‌ ଅନ୍ୟ ଦୁଇ ଜଣ ଅମଲା କେ ଏସ୍‌ ‌କ୍ରୋଫା ଏବଂ କେ ସି ସାମ୍ରିଆଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଛି। ଉକ୍ତ ୩ ଅମଲାଙ୍କୁ ମଧ୍ୟ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ତେବେ ଜେଲ୍‌ଦଣ୍ଡ ୪ ବର୍ଷରୁ କମ୍‌ ହୋଇଥିବାରୁ ୩ ଜଣ ଅମଲାଙ୍କୁ ଆଜି ବୈଧାନିକ ଜାମିନ ମଂଜୁର ହୋଇଛି।

ସମ୍ବନ୍ଧିତ ଖବର