ରିସେପ୍ସନ ପାଇଁ ଦୀପିକା-ରଣବୀର ବେଙ୍ଗାଲୁରୁରେ

ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କ ବିବାହକୁ ଆଜି ୫ ଦିନ ପୂରିଛି। ସେମାନେ ରିସେପ୍ସନ ପାଇଁ ମଂଗଳବାର ବେଙ୍ଗାଲୁରୁ ପହଞ୍ଚିଛନ୍ତି। ଉଭୟଙ୍କୁ ପାରମ୍ପରିକ ପୋଷାକରେ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର