ଗଂଗା ନଦୀର ସୁରକ୍ଷା ପାଇଁ ବାରଣାସୀ ଜିଲ୍ଲା ପ୍ରଶାସନର କଠୋର ନିୟମ

ଗଂଗା ନଦୀର ସୁରକ୍ଷା ପାଇଁ ବାରଣାସୀ ଜିଲ୍ଲା ପ୍ରଶାସନ ଏବେ କେତେକ କଠୋର ନିୟମ ଲାଗୁ କରିଛନ୍ତି। ଗଂଗାରେ କେହି ଆବର୍ଜନା ଫୋପାଡ଼ିଲେ ତାଙ୍କୁ ୨ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯିବ। ଯଦି ସେହି ସମାନ ବ୍ୟକ୍ତି ଦ୍ବିତୀୟ ବାର ଆବର୍ଜନା ଫୋପାଡ଼ିବେ ତା’ହେଲେ ୧୦ ହଜାର ଏବଂ ତୃତୀୟ ବାର ଆବର୍ଜନା ଫୋପାଡ଼ିଲେ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ ହେବେ।

ସମ୍ବନ୍ଧିତ ଖବର