ଡକ୍ଟର ହାତୀଙ୍କ ମୃତ୍ୟୁ

ମୁମ୍ବାଇ: ପ୍ରସିଦ୍ଧ ଟିଭି ସିରିଏଲ ‘ତାରକ ମେହଟ୍ଟା କା ଉଲ୍‌ଟା ଚଷମା’ର ଜଣେ ପ୍ରଖ୍ୟାତ ଚରିତ୍ର ଡାକ୍ତର ହଂସରାଜ ହାତୀ ତଥା ଅଭିନେତା କବି କୁମାର ଆଜାଦଙ୍କର ଆଜି ପରଲୋକ ହୋଇଯାଇଛି। ହୃଦ୍‌ଘାତ ଯୋଗୁଁ ଆଜାଦଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର