ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ଲଗାତର ଦୁଇ ଥର ଭୂକମ୍ପ ଅନୁଭୂତ
ଶ୍ରୀନଗର: ସୋମବାର ଅପରାହ୍ନରେ ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ଲଗାତର ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ୧୨.୧୦ ସମୟରେ ଜମ୍ମୁ କଶ୍ମୀରରେ ୫.୦ ତୀବ୍ରତାରେ ଭୂକମ୍ପ ହୋଇଥିବା ବେଳେ ହିମାଚଳ ପ୍ରଦେଶର ଚମ୍ଭାଠାରେ ମଧ୍ୟ ସମାନ ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ରହିଛି। ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶ ସୀମାନ୍ତରେ ଭୂକମ୍ପ ହେବା ପରେ ଭାରତୀୟ ପାଣିପାଗ ବିଭାଗ ତା’ର ଅଫିସିଆଲ୍ ଟ୍ଵିଟର୍ ଆକାଉଣ୍ଟ୍ରେ ଟ୍ଵିଟ୍ କରି ସୂଚନା ଦେଇଛି। ଭୂକମ୍ପ ହେବାର ଅଧଘଣ୍ଟା ପରେ ଅପରାହ୍ନ ୧୨.୪୦ ସମୟରେ ୩.୨ ତୀବ୍ରତା ବିଶିଷ୍ଟ ଆଉ ଥରେ ଭୂକମ୍ପ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପୁଣି ଥରେ ସୂଚନା ଦେଇ ଟ୍ଵିଟ୍ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
Earthquake of Magnitude:3.2, Occurred on:09-09-2019, 12:40:16 IST, Lat:32.9 N & Long: 76.0 E, Depth: 5 Km, Region: Jammu and Kashmir- Himachal Pradesh (Chamba) Border Region pic.twitter.com/fiiuc5aZzD
— India Met. Dept. (@Indiametdept) September 9, 2019
Earthquake of Magnitude:2.7, Occurred on:09-09-2019, 12:57:51 IST, Lat:33.0 N & Long: 76.0 E, Depth: 5 Km, Region: Jammu and Kashmir- Himachal Pradesh (Chamba) Border Region pic.twitter.com/CXZFQBkHH2
— India Met. Dept. (@Indiametdept) September 9, 2019
Earthquake with a magnitude 5.0 on the Richter scale hit Jammu and Kashmir- Himachal Pradesh (Chamba) Border Region at 12:10 PM, today.
— ANI (@ANI) September 9, 2019